How Worlds First Nuclear Test happened by Robert Oppenheimer, why named it Trinity ।। ପରମାଣୁ ବୋମାର ଜନକ କାହିଁକି କହିଥିଲେ ‘ଏବେ ମୁଁ ମହାକାଳ’

ବିଶ୍ୱ ଇତିହାସରେ ଏକ କଳା ଦିନ ହେଉଛି ୬ ଅଗଷ୍ଟ ୧୯୪୫। ଏହା ସେହି ଦିନ ଯେତେବେଳେ ଜାପାନର ହିରୋଶିମା ସହର ଉପରେ ଆମେରିକା ପରମାଣୁ ବୋମା ପକାଇଥିଲା। ସକାଳ ୮:୧୫ରେ ହୋଇଥିବା ଏହି ଆମେରିକୀୟ ଆକ୍ରମଣରେ କିଛି ମୁହୂର୍ତ୍ତରେ ହିରୋଶିମା ଧ୍ୱଂସସ୍ତୂପରେ ପରିଣତ ହୋଇଥିଲା ଏବଂ ଏକ ଲକ୍ଷ ଚାଳିଶ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ବଞ୍ଚିଥିବା ଲୋକମାନେ ବିକିରଣ କାରଣରୁ ଦୀର୍ଘ ସମୟ ଯାଏଁ କଷ୍ଟ ସହିଥିଲେ। ଏହି ଆକ୍ରମଣ ପରମାଣୁ ଅସ୍ତ୍ରର ଭୟଙ୍କର … Continue reading How Worlds First Nuclear Test happened by Robert Oppenheimer, why named it Trinity ।। ପରମାଣୁ ବୋମାର ଜନକ କାହିଁକି କହିଥିଲେ ‘ଏବେ ମୁଁ ମହାକାଳ’