ପରିସୀମନ ହେଲେ କେମିତି ଅକଳରେ ପଡ଼ିବ ଓଡ଼ିଶା?
ସୀମା ପୁନଃନିର୍ଦ୍ଧାରଣକୁ ନେଇ ଦେଶରେ ରାଜନୀତି ସରଗରମ ହେଉଛି। ଦୁଇଦିନ ହେଲା ସଂସଦ ଏ ବିଷୟକୁ ନେଇ ଉଠୁଛି-ପଡ଼ୁଛି। ତାମିଲନାଡ଼ୁର ସଦସ୍ୟମାନେ ଗୃହକୁ ‘ଫେୟାର ଡିଲିମିଟେସନ୍’ ବା ‘ପରିସୀମନରେ ଯଥାର୍ଥତା’କୁ ସ୍ଲୋଗାନ ଭାବେ ଟି-ସାର୍ଟରେ ଲେଖି ଗୃହରେ ବିରୋଧ ପ୍ରଦର୍ଶନ କରିବାରୁ ଲୋକସଭାକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ିଛି। ଆସନ୍ତାକାଲି ଚେନ୍ନାଇଠାରେ ଏ ନେଇ ଏକ ବିରାଟ ସମାବେଶ ବି ଆୟୋଜନ ହେଉଛି। ବିଜେପି ଏହାକୁ ‘ନଈ ନ ଦେଖୁଣୁ ଲଙ୍ଗଳା’ ହେବା ପରିସ୍ଥିତି ବୋଲି ଅଭିହିତ … Continue reading ପରିସୀମନ ହେଲେ କେମିତି ଅକଳରେ ପଡ଼ିବ ଓଡ଼ିଶା?
Copy and paste this URL into your WordPress site to embed
Copy and paste this code into your site to embed