ଭାରତ ସରକାର ଏକ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ପଠାଇବେ। ଏହି ପ୍ରତିନିଧିମଣ୍ଡଳୀ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟମାନଙ୍କୁ ଭେଟିବେ। ସେ ସୀମାପାର ଆତଙ୍କବାଦ ଉପରେ ଭାରତର ଦୃଷ୍ଟିକୋଣ ସ୍ପଷ୍ଟ କରିବେ। କଂଗ୍ରେସ ସରକାର ରାଜନୀତି କରୁଥିବା ଅଭିଯୋଗ କରିଛି। ଅପରେସନ ସିନ୍ଦୁର ଏବଂ ସୀମାପାର ଆତଙ୍କବାଦ ବିରୋଧରେ ଭାରତର ନିରନ୍ତର ଲଢ଼େଇ ପରିପ୍ରେକ୍ଷୀରେ ମୋଦୀ ସରକାର ବିଭିନ୍ନ ଦେଶକୁ ସର୍ବଦଳୀୟ ପ୍ରତିନିଧି ଦଳ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ଦ୍ୱାରା ମନୋନୀତ ସାତଟି ସର୍ବଦଳୀୟ ପ୍ରତିନିଧି ଦଳ ଚଳିତ … Continue reading ଅପରେସନ ସିନ୍ଦୂରର ସର୍ବଦଳୀୟ ପ୍ରତିନିଧିମଣ୍ଡଳୀକୁ କିପରି ଚୟନ କରାଯାଇଥିଲା? ସଦସ୍ୟଙ୍କ ନାମରେ କାହିଁକି ରାଜନୀତି କରାଯାଉଛି?
Copy and paste this URL into your WordPress site to embed
Copy and paste this code into your site to embed