ମୋଗଲ ଏବଂ ବ୍ରିଟିଶ ଯୁଗରେ କିପରି ପାଳନ କରାଯାଉଥିଲା ହୋଲି?

Holi 2025: ଆଜି ହୋଲିକା ଦହନ ବା ଦୋଳ ପୂର୍ଣ୍ଣିମା ଓ ଆସନ୍ତାକାଲି ହୋଲି। ଆପଣ ଜାଣିଛନ୍ତି କି, ମୋଗଲମାନେ ମଧ୍ୟ ହୋଲି ଖେଳିବାକୁ ବହୁତ ଭଲ ପାଉଥିଲେ ହେଲେ ଇଂରେଜମାନେ ହୋଲି ପାଳନ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ହୋଲି ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ, କିନ୍ତୁ ବର୍ତ୍ତମାନ ଏହାକୁ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ବେଶ ଧୁମଧାମର ସହ ପାଳନ କରନ୍ତି । ଐତିହାସିକଙ୍କ ମତରେ ହୋଲିର ପରମ୍ପରା ବହୁ ବର୍ଷ ଧରି ଚାଲିଆସୁଛି … Continue reading ମୋଗଲ ଏବଂ ବ୍ରିଟିଶ ଯୁଗରେ କିପରି ପାଳନ କରାଯାଉଥିଲା ହୋଲି?