ଜାଣନ୍ତୁ ରୁଦ୍ରାକ୍ଷ ଧାରଣ କରିବାର ନିୟମ…
Rudraksha: ହିନ୍ଦୁ ଧର୍ମରେ ରୁଦ୍ରାକ୍ଷକୁ ପବିତ୍ର ବୋଲି ବିବେଚନା କରାଯାଏ । ଭଗବାନ ଶିବଙ୍କ ସହ ରୁଦ୍ରାକ୍ଷର ସମ୍ପର୍କ ଥିବାରୁ ଏହା ଆମ ଆସ୍ଥା ଓ ବିଶ୍ୱାସର ପ୍ରତୀକ ମଧ୍ୟ ଅଟେ । ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ଭଗବାନ ଶିବଙ୍କ ଆଶୀର୍ବାଦ ମିଳିବା ସହ ସମସ୍ତ ଅସୁବିଧାରୁ ରକ୍ଷା ମିଳିଥାଏ। ତେବେ ଏହାକୁ ପିନ୍ଧିବାକୁ ନେଇ ଅନେକ ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ରହିଥାଏ । ଆସନ୍ତୁ ଜାଣିବା ରୁଦ୍ରାକ୍ଷ ପିନ୍ଧିବା ସମୟରେ କ’ଣ ଧ୍ୟାନ ରଖିବା … Continue reading ଜାଣନ୍ତୁ ରୁଦ୍ରାକ୍ଷ ଧାରଣ କରିବାର ନିୟମ…
Copy and paste this URL into your WordPress site to embed
Copy and paste this code into your site to embed