ଧନ ପ୍ରାପ୍ତିର ଇଚ୍ଛା ଅଛି ତେବେ ତୁଳସୀରେ ଏହି ପଦ୍ଧତିରେ ବାନ୍ଧନ୍ତୁ ଲାଲ ସୁତା

Tulsi : ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି କିଛି ଗଛ ଅଛି, ଯାହାକୁ ଆମ ଘରେ ଲଗେଇବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ଆସିଥାଏ ଏବଂ ଧନ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ । ଏହି ଗଛମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ତୁଳସୀ ଗଛ, ଯାହା ଘରର ବାସ୍ତୁକୁ ଭଲ କରେ। ଏହା ସହିତ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଧ୍ୟ ତୁଳସୀ ଗଛ ଚମତ୍କାରୀ ଏବଂ ମା’ ଲକ୍ଷ୍ମୀର ଅବତାର ମନାଯାଏ। କିନ୍ତୁ ଯେଉଁମାନେ ତୁଳସୀର ସଠିକ … Continue reading ଧନ ପ୍ରାପ୍ତିର ଇଚ୍ଛା ଅଛି ତେବେ ତୁଳସୀରେ ଏହି ପଦ୍ଧତିରେ ବାନ୍ଧନ୍ତୁ ଲାଲ ସୁତା