ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କାଢା, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ କାଢା

Kadha: ଆୟୁର୍ବେଦରେ କାଢାର ବେଶ୍ ମହତ୍ୱ ରହିଛି । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଏବେ କାଢା ପିଇବାକୁ କୁହାଯାଉଛି । ଥଣ୍ଡା, ଜର, କାଶ ତଥା ଅନେକ ପ୍ରକାରର ସଂକ୍ରମଣ ରୋଗରୁ ରକ୍ଷା ପାଇବା ପାଇଁ କାଢା ପିଅନ୍ତୁ । ତେବେ ଏହାକୁ ତିଆରି କରିବା ବହୁତ ସହଜ । କିଛି ସାମଗ୍ରୀକୁ ବ୍ୟବହାର କରି ଆପଣ କାଢା ତିଆରି କରି ପାରିବେ । ତେବେ ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ କାଢା … Continue reading ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କାଢା, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ କାଢା