How Shashi Tharoor’s sisters became the face of Amul? ।। ଦେଶର ପ୍ରଥମ ‘ଅମୁଲ ବେବି’ ଥିଲେ ଶଶି ଥରୁରଙ୍କ ଭଉଣୀ ଶୋଭା, ଜାଣନ୍ତି କି ଏବେ ସେ କ’ଣ କରୁଛନ୍ତି, କେଉଁଠାରେ ଅଛନ୍ତି ?

୩୦ ଜୁନ ୨୦୨୩ରେ ସାଂସଦ ଶଶି ଥରୁର ଏକ ରୋଚକ ଲେଖାରେ ଲେଖିଥିଲେ, “ଅମୁଲ ବ୍ରାଣ୍ଡ ସହ ମୋ ପରିବାରର ବ୍ୟକ୍ତିଗତ ସଂଯୋଗ ରହିଛି।” ସେ ଲେଖିଥିଲେ, “୧୯୬୧ରେ ଅମୁଲର ବିଜ୍ଞାପନ ଏଜେନ୍ସି ନିଜର ଦୁଗ୍ଧ ପାଉଡର ପାଇଁ ଗୋଟିଏ ଶିଶୁଙ୍କୁ ଖୋଜୁଥିଲା। ସେତେବେଳେ ସେମାନଙ୍କ ସନ୍ଧାନ ମୋ ବାପାଙ୍କ ପାଖରେ ପହଞ୍ଚିଥିଲା। ଏଡ କମ୍ପାନୀ ଏଏସପିର କ୍ରିଏଟିଭ ହେଡ ସିଲଭେଷ୍ଟର ଦା କୁନ୍ହା ମୋ ବାପାଙ୍କୁ ପଚାରିଥିଲେ, ତୁମର ମଧ୍ୟ ଏକ ଛୋଟ ଶିଶୁ ଅଛି, … Continue reading How Shashi Tharoor’s sisters became the face of Amul? ।। ଦେଶର ପ୍ରଥମ ‘ଅମୁଲ ବେବି’ ଥିଲେ ଶଶି ଥରୁରଙ୍କ ଭଉଣୀ ଶୋଭା, ଜାଣନ୍ତି କି ଏବେ ସେ କ’ଣ କରୁଛନ୍ତି, କେଉଁଠାରେ ଅଛନ୍ତି ?