ବିଜେପି ସରକାରରେ ହିନ୍ଦୁ ମନ୍ଦିର କେତେ ସୁରକ୍ଷିତ? || How safe are Hindu temples under the BJP government?

ଓଡ଼ିଶାରେ ହିନ୍ଦୁ ମନ୍ଦିରମାନଙ୍କ ସୁରକ୍ଷା ଏବଂ ବିଧାନସଭାରେ ପ୍ରକାଶିତ ତଥ୍ୟ ଆମକୁ କଣ ସୂଚନା ଦେଉଛି? ଧାର୍ମିକ ସଂସ୍ଥାଗୁଡ଼ିକ କେବଳ ଆସ୍ଥାର ପ୍ରତୀକ ନୁହେଁ; ଆମ ସଂସ୍କୃତି, ଐତିହ୍ୟ ଓ ସମାଜିକ ଏକତାର ଆଧାର। ଏହି ପରିପ୍ରେକ୍ଷ୍ୟରେ ମନ୍ଦିର ସୁରକ୍ଷା କେବଳ ଧର୍ମୀୟ ମାମଲା ନୁହେଁ, ଏହା ଏକ ପ୍ରଶାସନିକ ଓ ଆଇନଗତ ଦାୟିତ୍ୱ। ସମ୍ପ୍ରତି ବିଧାନସଭାରେ ଉଠିଥିବା ପ୍ରଶ୍ନରେ ବିଭାଗ ପକ୍ଷରୁ ଦିଆଯାଇଥିବା ଉତ୍ତରରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ମନ୍ଦିର ଜମି ଦଖଲ … Continue reading ବିଜେପି ସରକାରରେ ହିନ୍ଦୁ ମନ୍ଦିର କେତେ ସୁରକ୍ଷିତ? || How safe are Hindu temples under the BJP government?