ଔରଙ୍ଗଜେବ ବିବାଦ: ଗୁଜବରୁ ନାଗପୁର ହିଂସାର ସୃଷ୍ଟି
Nagpur violence: ଦୁଇ ସମ୍ପ୍ରଦାୟ ମୁହାଁମୁହିଁ ହେବାରୁ ଅନେକ ଗାଡ଼ି ଜାଳିବା ସହ ଭଙ୍ଗାରୁଜା କରାଯାଇଛି । ବଡ଼ ସମାଗମ ଉପରେ କଟକଣା ଲଗାଇଛି ପ୍ରଶାସନ । କିପରି ମିଛ ଗୁଜବ ଭୟଙ୍କର ରୂପ ନେଇପାରେ ତାହା ନାଗପୁର ହିଂସାକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି। ନାଗପୁରରେ ଔରଙ୍ଗଜେବଙ୍କ ସମାଧି ଉଚ୍ଛେଦ ଦାବିରେ ଦକ୍ଷିଣପନ୍ଥୀ ସଙ୍ଗଠନଗୁଡ଼ିକ ଦ୍ୱାରା ବିକ୍ଷୋଭ ସମୟରେ ଧାର୍ମିକ ବିଷୟବସ୍ତୁ ଜାଳିବାର ଗୁଜବ ହିଂସା ସୃଷ୍ଟି କରିଥିବା ଜଣାପଡିଛି। ନାଗପୁରରେ ଦୁଇ ସମ୍ପ୍ରଦାୟ ମୁହାଁମୁହିଁ … Continue reading ଔରଙ୍ଗଜେବ ବିବାଦ: ଗୁଜବରୁ ନାଗପୁର ହିଂସାର ସୃଷ୍ଟି
Copy and paste this URL into your WordPress site to embed
Copy and paste this code into your site to embed