How relevant is the Andhra Pradesh model for Odisha? || ଓଡ଼ିଶା ପାଇଁ ଆନ୍ଧ୍ରପ୍ରଦେଶ ମଡେଲ କେତେ ପ୍ରାସଙ୍ଗିକ?

ସମୟର ଚକ୍ର ନିରନ୍ତର ଗତିଶୀଳ। ଗଣତନ୍ତ୍ରରେ ଜନତା ସରକାର ବାଛନ୍ତି ଉନ୍ନତି ଓ ସୁଶାସନର ଆଶା ନେଇ। କିନ୍ତୁ କ୍ଷମତାର ଶିଖରରେ ବସିଥିବା ମନ୍ତ୍ରୀମାନେ ଯେତେବେଳେ ନିଜ ବିଭାଗର କାର୍ଯ୍ୟକୁ ଅଣଦେଖା କରନ୍ତି, ତା’ର ପ୍ରଭାବ ସିଧାସଳଖ ଲୋକଙ୍କ ଉପରେ ପଡ଼େ। ଏଭଳି ଏକ ସମୟରେ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡ଼ୁ ଆଣିଥିବା ପ୍ରଶାସନିକ ସୁଧାର ଓ ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନର ଅଭିନବ ଧାରା ଏବେ ସାରାଦେଶ ପାଇଁ ଏକ ଆଲୋଚନାର ବିଷୟ ପାଲଟିଛି। ରାଜନୈତିକ … Continue reading How relevant is the Andhra Pradesh model for Odisha? || ଓଡ଼ିଶା ପାଇଁ ଆନ୍ଧ୍ରପ୍ରଦେଶ ମଡେଲ କେତେ ପ୍ରାସଙ୍ଗିକ?