ମୋଗଲ ଶାସନ କାଳରେ କେମିତି ତିଆରି ହେଉଥିଲା ବଜେଟ୍? କେଉଁଥିରେ ମୋଗଲ କରୁଥିଲେ ଅଧିକ ଖର୍ଚ୍ଚ?

Mughal Budget: ହୁମାୟୁନଙ୍କ ପରେ ଆକବର କ୍ଷମତାକୁ ଆସିବା ପରେ ମୋଗଲ ଯୁଗର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଥିଲା। ଆକବରଙ୍କ ଶାସନ କାଳରେ ଦକ୍ଷିଣ ଏସିଆରେ ଉତ୍ପାଦନ ବୃଦ୍ଧି ପାଇଥିଲା। ମୋଗଲ କାଳରେ ଭାରତରେ ନୂଆ ଫସଲ ଉତ୍ପାଦନ ମଧ୍ୟ ବାହାରୁ ଆଣି ଆରମ୍ଭ ହୋଇଥିଲା। ମୋଗଲ ଶାସନ ସମୟରେ ଜମି ଓ ଏହାର ଉତ୍ପାଦନ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଟିକସ ନିର୍ଦ୍ଧାରଣ କରାଯାଉଥିଲା ଏବଂ ସେହି ଅନୁଯାୟୀ ବଜେଟ୍ ନିର୍ଦ୍ଧାରଣ କରାଯାଉଥିଲା। ଆଉ କିଛିଦିନ … Continue reading ମୋଗଲ ଶାସନ କାଳରେ କେମିତି ତିଆରି ହେଉଥିଲା ବଜେଟ୍? କେଉଁଥିରେ ମୋଗଲ କରୁଥିଲେ ଅଧିକ ଖର୍ଚ୍ଚ?