ପାକିସ୍ତାନରେ ବିମାନଘାଟି ଉଡ଼ାଇଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ରର ଦାମ କେତେ?

ଭାରତ ଓ ପାକିସ୍ତାନ ମଧ୍ୟରେ ଏବେ ଯୁଦ୍ଧବିରତି ହୋଇଛି। ଯୁଦ୍ଧ ବିରତି ପୂର୍ବରୁ କିନ୍ତୁ ଭାରତ ପାକିସ୍ତାନ ଭିତରେ ବିହୁତ ଧ୍ୱଂସଲୀଳା କରିଛି। ଏହି କାର୍ଯ୍ୟ ସମ୍ପନ୍ନ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲା ଭାରତର ମେଡ୍‌ ଇନ୍‌ ଇଣ୍ଡିଆ ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ‘ବ୍ରହ୍ମୋସ୍‌’। କ୍ରମାନୁସାରେ ଦେଖିଲେ, ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାର ଆରମ୍ଭ ହୋଇଥିଲା ଏପ୍ରିଲ ୨୨ରୁ, ଯେତେବେଳେ ପହେଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ୨୬ ଜଣ ଭାରତୀୟଙ୍କୁ ଗୁଳି କରି ହତ୍ୟା … Continue reading ପାକିସ୍ତାନରେ ବିମାନଘାଟି ଉଡ଼ାଇଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ରର ଦାମ କେତେ?