ମାନସିକ ଚାପ ଓ ଚର୍ମ

Stress and skin: ଏଥିରେ ଅସ୍ୱୀକାର କରାଯାଇ ପାରିବ ନାହିଁ ଯେ ମାନସିକ ଚାପ ଅନେକ ରୋଗ ପାଇଁ ଏକ ପ୍ରମୁଖ ବିପଦର କାରଣ ପାଲଟିଛି । କିନ୍ତୁ ରୋଗ ସୃଷ୍ଟି କରୁଥିବା ଜଣାପଡ଼ିବା ପୂର୍ବରୁ ‘ଷ୍ଟ୍ରେସ୍ ଥିଓରିର ପ୍ରତିଷ୍ଠାତା’ ଭାବେ ପରିଚିତ ଏଣ୍ଡୋକ୍ରାଇନୋଲୋଜିଷ୍ଟ ହାନ୍ସ ସେଲି ଏହାକୁ ‘କେବଳ ଅସୁସ୍ଥ ହେବାର ସିଣ୍ଡ୍ରୋମ’ ବୋଲି କହିଥିଲେ। ଯେତେବେଳେ ଶରୀର ଚାପ ଅନୁଭବ କରେ, ମସ୍ତିଷ୍କ ପ୍ରଥମେ ଏହାକୁ ଚିହ୍ନଟ କରି ହରମୋନ ଏବଂ ରାସାୟନିକ ମେସେଞ୍ଜର … Continue reading ମାନସିକ ଚାପ ଓ ଚର୍ମ