ମୋହନ ସରକାର ଆସିବା ପରେ ହସ୍ପିଟାଲରେ କେତେ ମହିଳାଙ୍କୁ ହୋଇଛି ନିର୍ଯାତନା?
ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବା ପରେ ଓଡ଼ିଶାର ମହିଳାମାନେ କେତେ ସୁରକ୍ଷିତ ରହିଛନ୍ତି? ସେମାନଙ୍କ ଉପରେ ନିର୍ଯାତନା ବଢ଼ିଛି ନା କମିଛି। ଏ ସମ୍ପର୍କରେ ଅନେକଥର ପ୍ରଶ୍ନ ଉଠେ, ବିଭିନ୍ନ ସ୍ଥାନରେ। ଆଜି ଏମିତି ଏକ ପ୍ରଶ୍ନ ବିଧାନସଭାରେ ବି ଉଠିଛି। ପୂର୍ବତନ ବାଚସ୍ପତି ତଥା ବିରୋଧୀ ଦଳର ନେତ୍ରୀ ପ୍ରମିଳା ମଲ୍ଲିକ ଏହି ପ୍ରଶ୍ନକୁ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି। ସେ କହିଛନ୍ତି, ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ୨୦୨୪ ଜୁନ୍ ମାସଠୁ ନେଇ ଆଜି ଯାଏ … Continue reading ମୋହନ ସରକାର ଆସିବା ପରେ ହସ୍ପିଟାଲରେ କେତେ ମହିଳାଙ୍କୁ ହୋଇଛି ନିର୍ଯାତନା?
Copy and paste this URL into your WordPress site to embed
Copy and paste this code into your site to embed