ଆପଣ ଜାଣିଛନ୍ତି କି, ମାସରେ ଭିଟାମିନ୍ ଡି ପାଇଁ ଆପଣଙ୍କୁ କେତେ ଥର ସୂର୍ଯ୍ୟକିରଣରେ ବସିବାକୁ ପଡ଼ିବ?

Vitamin- D: ଭିଟାମିନ ଡି ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ସାମଗ୍ରିକ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ । ଶରୀରରେ ଭିଟାମିନ୍ ଡିର ଅଭାବ ହେଲେ ହାଡ଼ ଦୁର୍ବଳ ହେବା, ମୁଡ୍ ସୁଇଙ୍ଗ୍ ହେବା ଏବଂ ଅବସାଦ ଜନିତ ସମସ୍ୟା ଦେଖାଦେଇଥାଏ। ଏବେ ପ୍ରଶ୍ନ ଉଠୁଛି, ମାସକୁ କେତେ ଥର ସୂର୍ଯ୍ୟକିରଣ ନେବା ଉଚିତ? ଏହି ଲେଖାରେ ଆମେ ବିସ୍ତୃତ ଭାବେ ଆଲୋଚନା କରିବୁ ଭିଟାମିନ୍ ଡି ଶରୀର ପାଇଁ … Continue reading ଆପଣ ଜାଣିଛନ୍ତି କି, ମାସରେ ଭିଟାମିନ୍ ଡି ପାଇଁ ଆପଣଙ୍କୁ କେତେ ଥର ସୂର୍ଯ୍ୟକିରଣରେ ବସିବାକୁ ପଡ଼ିବ?