ଭାରତରେ ପାକ୍ ସମର୍ଥିତ କେତେ ଆତଙ୍କବାଦୀ ସଂଗଠନ ସକ୍ରୀୟ ଅଛନ୍ତି ?
Pahalgam Terror Attack: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଜିହାଦୀ ଆକ୍ରମଣରେ 28 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ’ (TRF) ନାମକ ଆତଙ୍କବାଦୀ ସଂଗଠନ ଦାୟୀ। ଏହା ମଧ୍ୟ ଏକ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଯାହା ଅନ୍ୟ ଏକ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ‘ଲସ୍କର-ଏ-ତୈୟବା’ ସହିତ ଜଡ଼ିତ। ଏପରି ଗୋଟିଏ କିମ୍ବା ଦୁଇଟି ନୁହେଁ, ଅନେକ ଆତଙ୍କବାଦୀ ସଂଗଠନ ଅଛନ୍ତି, ଯାହାଙ୍କର ତାଲିକା କେନ୍ଦ୍ରୀୟ … Continue reading ଭାରତରେ ପାକ୍ ସମର୍ଥିତ କେତେ ଆତଙ୍କବାଦୀ ସଂଗଠନ ସକ୍ରୀୟ ଅଛନ୍ତି ?
Copy and paste this URL into your WordPress site to embed
Copy and paste this code into your site to embed