How many suspensions will Naveen impose? ।। କେତେ ନିଲମ୍ବନ କରିବେ ନବୀନ?

ବିଜୁ ଜନତା ଦଳ ଏବେ ଆଉ ଏକ ସାଧାରଣ ରାଜନୈତିକ ଦଳ ନୁହେଁ ; ଏହା ଏକ ଭୟ-ନିର୍ଭର ପ୍ରଣାଳୀରେ ପରିଣତ ହେଉଛି—ଯେଉଁଠାରେ ନିଲମ୍ବନ ହେଉଛି ଶାସନର ଅସ୍ତ୍ର, ନ୍ୟାରେଟିଭ୍ ହେଉଛି ନିୟନ୍ତ୍ରଣର ଉପାୟ, ଆଉ ନିରବତା ହେଉଛି ଟିକି ରହିବାର ଏକମାତ୍ର ରାସ୍ତା । ପ୍ରଶ୍ନ ହେଉଛି—ଡରରେ ଆଉ କେତେ ନିଲମ୍ବନ କରିବେ ନବୀନ ପଟ୍ଟନାୟକ ? ସମ୍ପ୍ରତି ଦୁଇ ଜଣ ବିଧାୟକଙ୍କ ନିଲମ୍ବନକୁ ନେଇ ଯେଉଁ ‘ଷଡ଼ଯନ୍ତ୍ର କାହାଣୀ’ ପ୍ରଚାର କରାଯାଉଛି—ବିଜେଡି ଭାଙ୍ଗିବା ପାଇଁ … Continue reading How many suspensions will Naveen impose? ।। କେତେ ନିଲମ୍ବନ କରିବେ ନବୀନ?