ଚଳିତ ବର୍ଷ କୁମ୍ଭମେଳାରେ କେତେ ଲୋକ ମହାମଣ୍ଡଳେଶ୍ୱର ହୋଇଛନ୍ତି?

Mahakumbh: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହୋଇଛି ଆସ୍ଥାର ମହାକୁମ୍ଭ । ଜାନୁଆରୀ ୧୩ତାରିଖରୁ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ଫେବ୍ରୁଆରି ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। କୋଟି କୋଟି ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିବାକୁ ଆସିସାରିଥିବା ବେଳେ ଆହୁରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିବେ ବୋଲି ଆଶା କରାଯାଉଛି। ସାଧାରଣ ଶ୍ରଦ୍ଧାଳୁଙ୍କ ବ୍ୟତୀତ ଆଖାଡ଼ା ମଧ୍ୟ ଉପସ୍ଥିତ ଥାଆନ୍ତି, ଯେଉଁଥିରେ ସାଧୁ ସନ୍ଥ ମାନେ ରହୁଛନ୍ତି । ମହାକୁମ୍ଭରେ ସମୁଦାୟ ୧୩ଟି ଆଖାଡ଼ା ରହିଛି। ଏହି ସବୁ … Continue reading ଚଳିତ ବର୍ଷ କୁମ୍ଭମେଳାରେ କେତେ ଲୋକ ମହାମଣ୍ଡଳେଶ୍ୱର ହୋଇଛନ୍ତି?