How many Indians and others British colonialism killed ।। ଭାରତରେ ଶାସନ କାଳରେ ବ୍ରିଟେନ୍ ମୋଟ କେତେ ଭାରତୀୟଙ୍କ ହତ୍ୟା କରିଥିଲା ?

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଏବଂ ଜୋରିମାନା ଲଗାଇବା ପରେ ଏବେ ବ୍ରିଟେନ ମଧ୍ୟ ଏକ ଝଟକା ଦେଇଛି। ଏକ ସମୟରେ ବିଶ୍ୱର ଅନେକ ଦେଶକୁ ଦମନ କରୁଥିବା ବ୍ରିଟେନର ସଂଯୁକ୍ତ ମାନବାଧିକାର କମିଟି ଏକ ଅନ୍ତର୍ଜାତୀୟ ଦମନ ରିପୋର୍ଟ (TNR) ଜାରି କରିଛି। ଏଥିରେ ୧୨ଟି ଦେଶର ଏକ ତାଲିକାରେ ଭାରତକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁମାନଙ୍କ ବିରୁଦ୍ଧରେ ଅନ୍ତର୍ଜାତୀୟ ଦମନର ପ୍ରମାଣ ମିଳିଛି। ଭାରତ ବ୍ୟତୀତ ଚୀନ, … Continue reading How many Indians and others British colonialism killed ।। ଭାରତରେ ଶାସନ କାଳରେ ବ୍ରିଟେନ୍ ମୋଟ କେତେ ଭାରତୀୟଙ୍କ ହତ୍ୟା କରିଥିଲା ?