How many bottles of liquor can a person keep in his house? ଜଣେ ନିଜ ଘରେ କେତେ ବୋତଲ ମଦ ରଖିପାରିବେ ? ଓଡ଼ିଶା ଅବକାରୀ ଆଇନ କଣ କହୁଛି ?

ଭାରତରେ ମଦ ସମ୍ବନ୍ଧୀୟ ନିୟମ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ। କାରଣ ମଦ ଭାରତୀୟ ସମ୍ବିଧାନର ସପ୍ତମ ଅନୁସୂଚୀ ଅନ୍ତର୍ଗତ ରାଜ୍ୟ ତାଲିକାର ବିଷୟ। ବିହାର, ଗୁଜରାଟ, ନାଗାଲାଣ୍ଡ ଓ ମିଜୋରାମ ସମେତ କିଛି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଲକ୍ଷଦ୍ୱୀପରେ ମଦ ସେବନ ଉପରେ ପ୍ରତିବନ୍ଧ ରହିଛି। ମଣିପୁରର କିଛି ଜିଲ୍ଲାରେ ମଧ୍ୟ ମଦ ଉପରେ ଆଂଶିକ ପ୍ରତିବନ୍ଧ ରହିଛି। ଅନ୍ୟ ରାଜ୍ୟମାନଙ୍କରେ ମଦ ପିଇବାକୁ ଅନୁମତି ରହିଛି, କିନ୍ତୁ ସେଠାରେ ମଦ ପିଇବାର … Continue reading How many bottles of liquor can a person keep in his house? ଜଣେ ନିଜ ଘରେ କେତେ ବୋତଲ ମଦ ରଖିପାରିବେ ? ଓଡ଼ିଶା ଅବକାରୀ ଆଇନ କଣ କହୁଛି ?