How many Bangladeshi Muslims are living illegally in India? ।। ଭାରତରେ କେତେ ସଂଖ୍ୟକ ବାଂଲାଦେଶୀ ମୁସଲମାନ ବେଆଇନ ଭାବେ ରହୁଛନ୍ତି ?

ଅବୈଧ ବାଂଲାଦେଶୀଙ୍କୁ ନେଇ ଦେଶର ରାଜନୀତି ଗରମ ଅଛି । ବିଜେପିର ଅଭିଯୋଗ ଯେ, କଂଗ୍ରେସ ଓ ଟିଏମସି ଭଳି ଦଳ ଭୋଟ୍ ବ୍ୟାଙ୍କ ପାଇଁ ବାଂଲାଦେଶୀଙ୍କୁ ଦେଶରେ ଶରଣ ଦେଉଛନ୍ତି । ବାଂଲାଦେଶୀ ନାଗରିକଙ୍କୁ ନେଇ କେବଳ ରାଜନୀତି ଚାଲିଛି । ସେମାନଙ୍କୁ ବିଦା କରିବା ପାଇଁ ସେଭଳି କିଛି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଉନି । ଏହାରି ଭିତରେ ସୁପ୍ରିମକୋର୍ଟଙ୍କ ଗୋଟିଏ ଟିପ୍ପଣୀ ମାମଲାକୁ ଅଧିକ ତେଜାଇଛି । ସୁପ୍ରିମକୋର୍ଟ୍ କ’ଣ କହିଲେ ? ଏହି … Continue reading How many Bangladeshi Muslims are living illegally in India? ।। ଭାରତରେ କେତେ ସଂଖ୍ୟକ ବାଂଲାଦେଶୀ ମୁସଲମାନ ବେଆଇନ ଭାବେ ରହୁଛନ୍ତି ?