ସ୍ୱୟଂସିଦ୍ଧଙ୍କ ରିପୋର୍ଟ କେନ୍ଦୁଝର ଜିଲ୍ଳା ଘଷିପୁରା ଥାନା କୁମୁଡ଼ିଆ ଗାଁ’ର ମଧୁସୂଦନ ନାୟକ କାମ ଅନ୍ୱେଷଣରେ ଚେନ୍ନାଇ ଯାଇଥିଲେ। ପରିବାର ଲୋକେ କିଛିଦିନ ଧରି ତାଙ୍କର କୌଣସି ଖବର ନ ପାଇବାରୁ ଅଳ୍ପଦୂରରେ କାମ କରୁଥିବା ଜଣେ ସମ୍ପର୍କୀୟଙ୍କୁ ମଧୁଙ୍କ ବାବଦରେ ଖବର ଜଣାଇବାକୁ କହିଲେ। ସମ୍ପର୍କୀୟ ଜଣଙ୍କ ଯାଇ ଦେଖିଲେ ହାତ ଗୋଡ଼ ବନ୍ଧା ହୋଇଥିବା ଅବସ୍ଥାରେ ମଧୁ ମରି ଶୋଇଛନ୍ତି । ଦେହସାରା କ୍ଷତ ଓ ରକ୍ତ। ସେଠୁ ସେ ଗୋଟିଏ ଫଟୋ ମଧୁଙ୍କ … Continue reading ଆଉ କେତେଦିନ ଦାଦନ ଦୁଃଖ
Copy and paste this URL into your WordPress site to embed
Copy and paste this code into your site to embed