ମଦୁଆ ‘ବଡ଼ ବୋତଲ’ ସ୍ଥାନରେ  ‘ଛୋଟ ବୋତଲ’ ଧରିଲେ ଜାଣନ୍ତୁ ଆସୁଛି ଅର୍ଥନୈତିକ ସଂକଟ

Recession In Economy: ଆପଣ କେବେ ଚିନ୍ତା କରିଛନ୍ତି କି ଦେଶରେ ଲୋକମାନେ କିପରି ମଦ୍ୟପାନ କରନ୍ତି, କେଉଁ ପ୍ରକାରର ଏବଂ କେତେ ମଦ୍ୟପାନ କରନ୍ତି ? ଏହା ମଧ୍ୟ ଦେଶର ଅର୍ଥନୀତି ବିଷୟରେ ଅନେକ କିଛି କହିଥାଏ। ଯଦି ଗୋଟିଏ ଦେଶର ମଦ୍ୟପମାନେ ‘ବଡ଼ ବୋତଲ’ ବଦଳରେ ଯେତେବେଳେ ‘ଛୋଟ ବୋତଲ’ କିଣିବା ଆରମ୍ଭ କରନ୍ତି, ତେବେ ଏହା ଦେଶର ଅର୍ଥନୀତିରେ ଏକ ବଡ଼ଧରଣ ଭୂମିକମ୍ପ ଆସିବାର ସଙ୍କେତ ହୋଇପାରେ। ଲୋକଙ୍କ ମଦ୍ୟପାନ ଖର୍ଚ୍ଚକୁ ‘ବାଧ୍ୟତାମୂଳକ … Continue reading ମଦୁଆ ‘ବଡ଼ ବୋତଲ’ ସ୍ଥାନରେ  ‘ଛୋଟ ବୋତଲ’ ଧରିଲେ ଜାଣନ୍ତୁ ଆସୁଛି ଅର୍ଥନୈତିକ ସଂକଟ