ଆମେରିକା ଖୋଜୁଛି ବାଟ ; କିପରି ଇରାନରୁ ସୁରକ୍ଷିତ ଫେରୁଛନ୍ତି ଭାରତୀୟ ଟ୍ୟାଙ୍କର୍ ! How Indian tankers will make their way from Iran to India ?

ଚୀନ୍ ପରେ, ଭାରତ ହେଉଛି ଏକମାତ୍ର ଦେଶ ଯାହା ପାଇଁ ଇରାନ ହର୍ମୁଜ୍ ପ୍ରଣାଳୀ ଖୋଲିଛି । ଇରାନର ସମ୍ମତିରେ, ଦୁଇଟି ଭାରତୀୟ ଏଲପିଜି ଟ୍ୟାଙ୍କର୍ ଏବଂ ଗୋଟିଏ ତୈଳ ଟ୍ୟାଙ୍କର୍ ସଫଳତାର ସହ ପାରସ୍ୟ ଉପସାଗରରୁ ବାହାରି ସୁରକ୍ଷିତ ଭାବରେ ଦେଶରେ ପହଞ୍ଚିଛି । ବର୍ତ୍ତମାନ ୨୨ଭାରତୀୟ ଜାହାଜ ଏବଂ ୬୧୧ ନାବିକ ସେହି ଅଞ୍ଚଳରେ ଫସି ରହିଛନ୍ତି । ତଥାପି, ବର୍ତ୍ତମାନ ସୂଚନା ମିଳୁଛି ଯେ ଭାରତ ଆଉ ଏକ କୂଟନୈତିକ ବିଜୟ ହାସଲ … Continue reading ଆମେରିକା ଖୋଜୁଛି ବାଟ ; କିପରି ଇରାନରୁ ସୁରକ୍ଷିତ ଫେରୁଛନ୍ତି ଭାରତୀୟ ଟ୍ୟାଙ୍କର୍ ! How Indian tankers will make their way from Iran to India ?