How do we compete with a powerful China at sea? ।। ସମୁଦ୍ରରେ ଶକ୍ତିଶାଳୀ ଚୀନ୍ ସହିତ କିପରି ପ୍ରତିଯୋଗିତା କରିବୁ?

ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ଅଭିବୃଦ୍ଧିଶୀଳ ଅର୍ଥନୀତି ଏବଂ ବିଶ୍ୱର ତୃତୀୟ ବୃହତ୍ତମ ଦେଶ ହେବାକୁ ଯାଉଛି  । ତଥାପି ସାମୁଦ୍ରିକ ଶକ୍ତି ଦୃଷ୍ଟିରୁ ଏହା ବିଶ୍ୱ ସ୍ତରରେ ୧୬ ତମ ସ୍ଥାନରେ ଅଛି । ଏକ ଆକଳନ ଅନୁଯାୟୀ, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶକୁ ପ୍ରାୟ ୧୧୨ ଜାହାଜ ଆବଶ୍ୟକ, କିନ୍ତୁ ଆମର ଜାହାଜ କାରଖାନାଗୁଡ଼ିକ କେବଳ ୨୮ ନିର୍ମାଣ କରିପାରିବ । ପରିମାଣ ଅନୁସାରେ ଭାରତର ବାଣିଜ୍ୟର ୯୫% ଏବଂ ମୂଲ୍ୟ … Continue reading How do we compete with a powerful China at sea? ।। ସମୁଦ୍ରରେ ଶକ୍ତିଶାଳୀ ଚୀନ୍ ସହିତ କିପରି ପ୍ରତିଯୋଗିତା କରିବୁ?