How did Nandini get ruined by sycophancy? ।। ନନ୍ଦିନୀ କେମିତି ତୋଷାମଦ କରି ବରବାଦ ହେଲେ

ପଚାଶ ବର୍ଷ ପୂର୍ବ ଘଟଣା। ଆଜି ବି ମନେପଡ଼େ, କାରଣ ଏହା ଭାରତର ଗଣତନ୍ତ୍ର ପାଇଁ ଏକ କଳା ଅଧ୍ୟାୟ ଥିଲା। ଦେଶରେ ପୁଲିସ, ସେନା, ପାରାମିଲିଟାରୀ ଦେଶର ନିର୍ବାଚିତ ସରକାରମାନଙ୍କ ଉପରେ ଥିଲା। ଜଣେ ଲୋକ ଗଣତନ୍ତ୍ରର ଉର୍ଦ୍ଧ୍ୱରେ ରହି ରାଜା ମହାରାଜା ଭଳି ଶାସନ କରୁଥିଲେ। ଯିଏ ବିରୋଧ କଲା ତାକୁ ଗିରଫ କରାଯାଉଥିଲା। ୧ଲକ୍ଷ ୧୦ ହଜାର ୮୦୬ ଜଣଙ୍କୁ ବନ୍ଦୀ କରାଯାଇଥିଲା। ପରିସ୍ଥିତିର ଫାଇଦା ନେବାକୁ ତତ୍କାଳୀନ ଓଡ଼ିଶା ସରକାର ବି … Continue reading How did Nandini get ruined by sycophancy? ।। ନନ୍ଦିନୀ କେମିତି ତୋଷାମଦ କରି ବରବାଦ ହେଲେ