ଇଣ୍ଡୋନେସିଆର ‘ସୁବର୍ଣ୍ଣଦ୍ୱୀପ’ କେମିତି ପାଲଟିଲା ସବୁଠାରୁ ବଡ଼ ମୁସଲିମ୍ ଦେଶ ? କ’ଣ ରହିଛି ଗୁଜରାଟ କନେକ୍ସନ ! || How did Indonesia’s ‘Subarndweep’ become the largest Muslim country? What is the Gujarat connection?

ବର୍ତ୍ତମାନ ସମୟରେ ଇଣ୍ଡୋନେସିଆ ବିଶ୍ୱର ସବୁଠାରୁ ଅଧିକ ମୁସଲିମ୍ ଜନସଂଖ୍ୟା ବିଶିଷ୍ଟ ଦେଶ ଭାବେ ଜଣାଶୁଣା। ମାତ୍ର ଇତିହାସ ପୃଷ୍ଠା ଓଲଟାଇଲେ ଜଣାପଡ଼େ ଯେ, ଏହି ଦେଶଟି ଏକଦା ସମ୍ପୂର୍ଣ୍ଣ ଭାବେ ହିନ୍ଦୁ ଏବଂ ବୌଦ୍ଧ ଧର୍ମାବଲମ୍ବୀଙ୍କ ଦେଶ ଥିଲା, ଯାହାକୁ ପ୍ରାଚୀନ ଭାରତୀୟ ଗ୍ରନ୍ଥଗୁଡ଼ିକରେ ‘ସୁବର୍ଣ୍ଣଦ୍ୱୀପ’ ବୋଲି କୁହାଯାଉଥିଲା। ତେବେ ଏକ ସମୃଦ୍ଧ ହିନ୍ଦୁ-ବୌଦ୍ଧ ସାମ୍ରାଜ୍ୟରୁ ଏହି ଦେଶଟି କିଭଳି ଇସଲାମିକ ରାଷ୍ଟ୍ରରେ ପରିଣତ ହେଲା ଏବଂ ଏଥିରେ ଭାରତର ଗୁଜରାଟର କି ଭୂମିକା ଥିଲା, … Continue reading ଇଣ୍ଡୋନେସିଆର ‘ସୁବର୍ଣ୍ଣଦ୍ୱୀପ’ କେମିତି ପାଲଟିଲା ସବୁଠାରୁ ବଡ଼ ମୁସଲିମ୍ ଦେଶ ? କ’ଣ ରହିଛି ଗୁଜରାଟ କନେକ୍ସନ ! || How did Indonesia’s ‘Subarndweep’ become the largest Muslim country? What is the Gujarat connection?