ଓଡ଼ିଶା ପାଖାପାଖି ପାକିସ୍ତାନୀ-ବାଂଲାଦେଶୀ ନୌସେନା କରିବେ ସମରାଭ୍ୟାସ!
Bangladesh:ଭାରତ ଓ ବାଂଲାଦେଶରେ ବଢ଼ୁଥିବା ଉତ୍ତେଜନାର ଫାଇଦା ଉଠାଉଛନ୍ତି ଚୀନ୍ ଓ ପାକିସ୍ତାନ। ବାଂଲାଦେଶରେ ଏହି ଦୁଇ ଦେଶର ହସ୍ତକ୍ଷେପ ବଢ଼ିବାରେ ଲାଗିଛି। ଏହା ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ। ବାଂଲାଦେଶର ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ସରକାର ମଧ୍ୟ କ୍ରମାଗତଭାବେ ଭାରତ ବିରୋଧୀ ନିଷ୍ପତ୍ତି ନେଉଛନ୍ତି। ଶେଖ୍ ହସିନା ସରକାରଙ୍କ ପତନ ପରଠାରୁ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଛି। ରାଜନୈତିକ ଅସ୍ଥିରତା, ମୌଳବାଦ, ହିନ୍ଦୁଙ୍କ ଉପରେ ଅତ୍ୟାଚାର ଭଳି ଘଟଣା ଭାରତୀୟ ଉପମହାଦେଶର ଜିଓ … Continue reading ଓଡ଼ିଶା ପାଖାପାଖି ପାକିସ୍ତାନୀ-ବାଂଲାଦେଶୀ ନୌସେନା କରିବେ ସମରାଭ୍ୟାସ!
Copy and paste this URL into your WordPress site to embed
Copy and paste this code into your site to embed