ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଘର ଧୂଳିସାତ
Pahalgam attack: ଲସ୍କର-ଇ-ତୋଇବାର ୩ ଆତଙ୍କବାଦୀ ଆଦିଲ ହୁସେନ ଥୋକର, ଅଲ୍ଲୀ ଭାଇ ଏବଂ ହାସିମ ମୁସାଙ୍କୁ ଗିରଫ କରିବା ପାଇଁ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ଅନନ୍ତନାଗ ପୁଲିସ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। ଜମ୍ମୁ-କାଶ୍ମୀର କର୍ତ୍ତୃପକ୍ଷ ଶୁକ୍ରବାର ତ୍ରାଲ (ପୁଲୱାମା) ଏବଂ ବିଜବେହରା (ଅନନ୍ତନାଗ)ରେ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ସନ୍ଦେହରେ ଦୁଇ ଜଣ ଆତଙ୍କବାଦୀଙ୍କ ଘର ଭାଙ୍ଗି ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପୁଲୱାମା ଜିଲ୍ଲାର ତ୍ରାଲରେ ଆସିଫ୍ ଶେଖ୍ ଏବଂ ବିଜଭେରା … Continue reading ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଘର ଧୂଳିସାତ
Copy and paste this URL into your WordPress site to embed
Copy and paste this code into your site to embed