ଗୁରୁବାର ଲୋକସଭାରେ ଉପସ୍ଥାପିତ ହେବ ୱାକଫ୍ (ସଂଶୋଧନ) ବିଲ୍

Waqf Bill: ୱାକଫ୍ (ସଂଶୋଧନ) ବିଲ୍ ୨୦୨୪ ସମ୍ପର୍କିତ ଯୁଗ୍ମ କମିଟି ଗୁରୁବାର ଲୋକସଭାରେ ଚୂଡ଼ାନ୍ତ ରିପୋର୍ଟ ଉପସ୍ଥାପନ କରିବ। ଫେବୃଆରି ୩ ତାରିଖରେ ଏହି ବିଲ୍ ନିମ୍ନ ସଦନରେ ଆଗତ ହେବାର ଥିଲା, କିନ୍ତୁ ପରେ ଏହାକୁ ସଂଶୋଧିତ ତାଲିକାରୁ ହଟାଇ ଦିଆଯାଇଥିଲା। ଲୋକସଭା ସଚିବାଳୟର ‘ଲିଷ୍ଟ ଅଫ୍ ବିଜନେସ୍’ ଅନୁଯାୟୀ, କମିଟିଅଧ୍ୟକ୍ଷ ଜଗଦମ୍ବିକା ପାଲ୍ ଏବଂ ବିଜେପି ସାଂସଦ ସଞ୍ଜୟ ଜୟସ୍ୱାଲ ସଂସଦର ଯୁଗ୍ମ କମିଟି (ଜେପିସି) ନିକଟରେ ଦିଆଯାଇଥିବା ପ୍ରମାଣର ରେକର୍ଡ ଟେବୁଲରେ … Continue reading ଗୁରୁବାର ଲୋକସଭାରେ ଉପସ୍ଥାପିତ ହେବ ୱାକଫ୍ (ସଂଶୋଧନ) ବିଲ୍