Hospital in Odisha are becoming death trap for children ।। ଶିଶୁ ବେକରେ ମୃତ୍ୟୁ ଫାଶ!

ସ୍ୱୟଂସିଦ୍ଧ ୨୦୧୫ ମସିହାର ଏହି ଘଟଣା ଯେତିକି ହୃଦୟ ବିଦାରକ, ସେତିକି ଲୋମ ଟାଙ୍କୁରା ଓ ଛାତି ଥରା। କଟକ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପୋଷ୍ଟ ଗ୍ରାଜୁଏଟ୍‍ ଇନଷ୍ଟିଚ୍ୟୁଟ ଅଫ୍‍ ପେଡ଼ିଆଟ୍ରିକ୍‍ ଯାହା ଶିଶୁ ଭବନ ନାଁ’ରେ ପରିଚିତ; ସେଠାରେ ୨୦ ଦିନ ଭିତରେ ଜଣଙ୍କ ପରେ ଜଣେ କରି ୬୫ ଶିଶୁ ମା’ କୋଳରୁ ସବୁଦିନ ପାଇଁ ବିଦାୟ ନେଇଥିଲେ। ଏହି ଶିଶୁମାନେ ସୁସ୍ଥ ହେବାକୁ ଆସିଥିଲେ କିନ୍ତୁ ଶବ ହୋଇ ଫେରିଲେ। ଏହାକୁ … Continue reading Hospital in Odisha are becoming death trap for children ।। ଶିଶୁ ବେକରେ ମୃତ୍ୟୁ ଫାଶ!