କ’ଣ କହୁଛି ଆପଣଙ୍କ ଭାଗ୍ୟ, ଜାଣନ୍ତୁ କେମିତି କଟିବ ଆଜିର ଦିନ…

Rashifala: ବୁଦ୍ଧି, ବିବେକ ଓ ଜ୍ଞାନର କାରକ ବୁଧ ଗ୍ରହ ଖୁବ୍ ଶୀଘ୍ର ଶନିଙ୍କ ରାଶିରେ ପ୍ରବେଶ କରିବାକୁ ଯାଉଛି। ଆସନ୍ତୁ ଜାଣିବା ବୁଧଙ୍କ ଏହି ଗୋଚର ପାଇଁ ଆପଣଙ୍କର ଦିନ କିପରି କଟିବ । ମେଷ- ଆପଣ ନିଜର ଉତ୍ତମ ଆଚରଣ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିବାରେ ସଫଳ ହେବେ। ସୃଜନଶୀଳ କାର୍ଯ୍ୟରେ ଉତ୍ସାହ ବଜାୟ ରଖିବେ। ପ୍ରିୟଜନଙ୍କ ସହ ସାକ୍ଷାତ ହେବ। ଚାରିଆଡ଼େ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ। ସମସ୍ତଙ୍କୁ ପ୍ରଭାବିତ କରିବାରେ ସଫଳ ହେବେ। … Continue reading କ’ଣ କହୁଛି ଆପଣଙ୍କ ଭାଗ୍ୟ, ଜାଣନ୍ତୁ କେମିତି କଟିବ ଆଜିର ଦିନ…