ବିଜେଡିର ରାଜାଙ୍କ ଉପରୁ ତୁଟୁଛି ଭରସା, ଦୂରେଇ ହେଉଛନ୍ତି ରାଜ ପରିବାର
ଓଡ଼ିଶା ରାଜନୀତିରେ ରାଜାଘରର ପ୍ରଭାବ ଅନେକ ଦିନରୁ ରହି ଆସିଛି। ଏବେବି ଏହା ରହିଛି। ସ୍ୱାଧୀନତା ପୂର୍ବରୁ ଓ ପରବର୍ତ୍ତୀ ସମୟରେ ରାଜ ପରିବାରର ସଦସ୍ୟମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ସାଧାରଣ ଲୋକଙ୍କ ପ୍ରତିନିଧି ହୋଇଛନ୍ତି। ଗଣତନ୍ତ୍ରର ସାରଥି ହୋଇ ଆଧୁନିକ ଓଡ଼ିଶା ଗଠନରେ ନିଜର ଗୁରୁତ୍ୱ ବଢ଼ାଇଛନ୍ତି। ଏପରିକି ଏମିତି ଜଣେ ରାଜପରିବାରର ସଦସ୍ୟ ତଥା ବଲାଙ୍ଗୀରର ପୂର୍ବତନ ମହାରାଜା ଦିନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବି ହୋଇଥିଲେ। ଏଣୁ ରାଜ୍ୟରେ ରାଜ ପରିବାର ସହ … Continue reading ବିଜେଡିର ରାଜାଙ୍କ ଉପରୁ ତୁଟୁଛି ଭରସା, ଦୂରେଇ ହେଉଛନ୍ତି ରାଜ ପରିବାର
Copy and paste this URL into your WordPress site to embed
Copy and paste this code into your site to embed