Honeymoon Murder ।। ହନିମୁନ୍ ପରେ ଏମିତି କାଣ୍ଡ କରିଦେଲା ସ୍ତ୍ରୀ

ରାଜସ୍ଥାନରୁ ସାମ୍ନାକୁ ଆସିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ, ଯାହାକୁ ଏବେ ‘ହନିମୁନ୍ ମର୍ଡର ୨.୦’ ବୋଲି କୁହାଯାଉଛି । ସାତ ଜନ୍ମର ସାଥୀ ହେବାର ସପଥ ନେଇଥିବା ପତ୍ନୀ ହିଁ ନିଜ ସ୍ୱାମୀ ପାଇଁ ଯମ ସାଜିଥିଲେ। ବିବାହର ମାତ୍ର ୩ ମାସ ପରେ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା ଏବଂ ପରେ ଏହାକୁ ହିଟ୍-ଆଣ୍ଡ୍-ରନ ଘଟଣାର ରୂପ ଦେବାକୁ ଚେଷ୍ଟା କରାଯାଇଥିଲା। ମୃତକ ହେଉଛନ୍ତି ୨୭ ବର୍ଷୀୟ ଆଶିଷ କୁମାର। … Continue reading Honeymoon Murder ।। ହନିମୁନ୍ ପରେ ଏମିତି କାଣ୍ଡ କରିଦେଲା ସ୍ତ୍ରୀ