ହୋଣ୍ଡା ଏଲିଭେଟ୍ କାର ବିକ୍ରି ୧ ଲକ୍ଷ ଟପିଲା

Honda Car: ଏଲିଭେଟ୍ ସମ୍ପ୍ରତି ଏହା ଏଚସିଆଇଏଲ୍‌ ରାଜସ୍ଥାନର ତପୁକାରାସ୍ଥିତ କାରଖାନାରେ ତିଆରି କରାଯାଉଛି ଭାରତରେ ଏକ ଅଗ୍ରଣୀ ପ୍ରିମିୟମ କାର୍ ଉତ୍ପାଦନକାରୀ ହୋଣ୍ଡା କାର୍‌ସ୍ ଇଣ୍ଡିଆ ଲିମିଟେଡ (ଏଚସିଆଇଏଲ୍‌) ଏହାର ବୈଶ୍ୱିକ ଏସ୍‌ୟୁଭି ମଡେଲ ହୋଣ୍ଡା ଏଲିଭେଟ୍‌ର ଉଭୟ ଘରୋଇ ଏବଂ ତାହାସହିତ ଆନ୍ତର୍ଜାତିକ ବଜାରରେ ସଫଳତାକୁ ନେଇ ଏହାର ମୋଟ ବିକ୍ରି ୧ ଲକ୍ଷ ମାଇଲଖୁଣ୍ଟକୁ ଅତିକ୍ରମ କରିବା ସଫଳତା ହାସଲ କରିଛି । ଏଲିଭେଟ୍ ସ୍ୱତନ୍ତ୍ର ଭାବରେ ଭାରତରେ ନିର୍ମାଣ କରାଯାଉଛି ଏବଂ … Continue reading ହୋଣ୍ଡା ଏଲିଭେଟ୍ କାର ବିକ୍ରି ୧ ଲକ୍ଷ ଟପିଲା