ଏହି ଉପାୟରେ କଳା ଓଠକୁ କରନ୍ତୁ ଗୋଲାପୀ

Black Lips: କଳା ରଙ୍ଗର ଓଠ ଆମ ଲୁକକୁ ଖରାପ କରିଦିଏ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ଅତ୍ୟଧିକ ଧୂମପାନ, ପୋଷଣର ଅଭାବ, ହର୍ମୋନ ଅସନ୍ତୁଳନ କିମ୍ବା କେତେକ ଔଷଧର ପାର୍ଶ୍ୱ ପ୍ରତିକ୍ରିୟାର ଲକ୍ଷଣ ହୋଇପାରେ, ଯାହା ଗମ୍ଭୀର ଶାରୀରିକ ସମସ୍ୟାକୁ ସୂଚାଇଥାଏ । କିନ୍ତୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କିଛି ସୁସ୍ଥ ଜୀବନଶୈଳୀ, ସୁସ୍ଥ ଖାଦ୍ୟପେୟ ଏବଂ ଓଠର ଉପଯୁକ୍ତ ଯତ୍ନ ନେବା ଦ୍ୱାରା ଏହି ସମସ୍ୟାକୁ ରୋକାଯାଇପାରିବ । କଳା ରଙ୍ଗର … Continue reading ଏହି ଉପାୟରେ କଳା ଓଠକୁ କରନ୍ତୁ ଗୋଲାପୀ