କାଶ୍ମୀରର ନାମ ପରିବର୍ତ୍ତନ କରିବାକୁ ଯାଉଛନ୍ତି କି ସରକାର? ମହର୍ଷି କାଶ୍ୟପଙ୍କ କଥା କହିଲେ ଗୃହମନ୍ତ୍ରୀ ଅମିତ ଶାହା, ଜାଣନ୍ତୁ କ’ଣ କହିଲେ?

Amit Shah on Kashmir: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନ ଶୀତ ଋତୁରେ ରାଜନୀତିକୁ ଗରମ କରିପାରେ। କାଶ୍ମୀର ଗସ୍ତକୁ ନେଇ ଶାହା କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସକୁ ଟାର୍ଗେଟ କରିଥିବାବେଳେ ଅନ୍ୟପଟେ ନୂଆ କାଶ୍ମୀର ଗଠନ ପାଇଁ ସଙ୍କେତ ଦେଇଛନ୍ତି। ପୁସ୍ତକ ଉନ୍ମୋଚନ ଅବସରରେ ଶାହ ମହର୍ଷି କଶ୍ୟପଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ତାଙ୍କ ନାମରେ କାଶ୍ମୀରର ନାମକରଣ ହୋଇଥାଇପାରେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଲେ ବଡ଼ ବୟାନ। ଉନ୍ମୋଚିତ ପୁସ୍ତକରେ ମହସୀ … Continue reading କାଶ୍ମୀରର ନାମ ପରିବର୍ତ୍ତନ କରିବାକୁ ଯାଉଛନ୍ତି କି ସରକାର? ମହର୍ଷି କାଶ୍ୟପଙ୍କ କଥା କହିଲେ ଗୃହମନ୍ତ୍ରୀ ଅମିତ ଶାହା, ଜାଣନ୍ତୁ କ’ଣ କହିଲେ?