କ’ଣ ଆପଣ ଜାଣନ୍ତି କି, କେବଳ ଭାରତରେ ନୁହେଁ ହୋଲିକୁ ଅନେକ ଦେଶରେ ମଧ୍ୟ ଖୁବ ଧୁମଧାମରେ ପାଳନ କରାଯାଏ

Holi Festival: କ’ଣ ଆପଣ ଜାଣନ୍ତି କି ହୋଲି ପର୍ବ କେବଳ ଭାରତରେ ସୀମିତ ନୁହେଁ ? ରଙ୍ଗର ଏହି ପର୍ବକୁ ଅନେକ ଦେଶରେ ମଧ୍ୟ ଖୁବ ଧୁମଧାମରେ ପାଳନ କରାଯାଏ । ସୂଚନାଯୋଗ୍ୟ, ଏଥର ମାର୍ଚ୍ଚ ୧୪ ତାରିଖରେ ହୋଲି ପାଳନ କରାଯିବ। ରଙ୍ଗର ପର୍ବ ହୋଲି ପାଇଁ ଲୋକେ ବର୍ଷ ସାରା ଅପେକ୍ଷା କରିଥାନ୍ତି । ହୋଲି ପାଖେଇ ଆସୁଥିବାରୁ ସମସ୍ତେ ଆହୁରି ଉତ୍ସାହିତ ହୋଇ ପଡିଛନ୍ତି। ହୋଲି କେବଳ ରଙ୍ଗର ପର୍ବ ନୁହେଁ … Continue reading କ’ଣ ଆପଣ ଜାଣନ୍ତି କି, କେବଳ ଭାରତରେ ନୁହେଁ ହୋଲିକୁ ଅନେକ ଦେଶରେ ମଧ୍ୟ ଖୁବ ଧୁମଧାମରେ ପାଳନ କରାଯାଏ