ଲକ୍ଷ୍ନୌରେ HMPV ପଜିଟିଭ୍ ଚିହ୍ନଟ, ସଂକ୍ରମିତ ବୃଦ୍ଧାଙ୍କୁ ହସ୍ପିଟାଲରେ ଭର୍ତ୍ତି

ଦେଶରେ HMPV ଭାଇରସ ଲଗାତାର ବ୍ୟାପିବାରେ ଲାଗିଛି। ଏପର୍ଯ୍ୟନ୍ତ ଏହି ଭାଇରସର ମୋଟ ୧୨ ଟି ମାମଲା ପଞ୍ଜିକୃତ ହୋଇଛି। ଗୁରୁବାର ଦିନ ୟୁପିରେ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ଏପର୍ଯ୍ୟନ୍ତ ପିଲାମାନଙ୍କଠାରେ ଏହି ଭାଇରସର ମାମଲା ଦେଖାଯାଉଥିଲା। ଏହି ସମୟରେ, ଜଣେ ୬୦ ବର୍ଷୀୟ ମହିଳାଙ୍କଠାରେ ଭାଇରସ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଥିଲା। ଏହି ମହିଳାଙ୍କୁ ସମସ୍ୟା ଯୋଗୁଁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ଲକ୍ଷ୍ନୌରେ HMPV ଭାଇରସରେ ସଂକ୍ରମିତ ପ୍ରଥମ ରୋଗୀ ମିଳିଥିଲେ। ଲକ୍ଷ୍ନୌର … Continue reading ଲକ୍ଷ୍ନୌରେ HMPV ପଜିଟିଭ୍ ଚିହ୍ନଟ, ସଂକ୍ରମିତ ବୃଦ୍ଧାଙ୍କୁ ହସ୍ପିଟାଲରେ ଭର୍ତ୍ତି