କାଶ୍ମୀରରେ ଆତଙ୍କବାଦର ଇତିହାସ-୧

ମଙ୍ଗଳବାର (ଏପ୍ରିଲ ୨୨) କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ଏକ ଭୟଙ୍କର ଆକ୍ରମଣରେ ୨୬ ଜଣଙ୍କୁ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ, ଯାହା ବିଦ୍ରୋହୀଙ୍କ ସାମ୍ପ୍ରତିକ ରଣନୀତିଠାରୁ ଅଲଗା। ଏହା ପୂର୍ବରୁ ସେମାନେ ସେନା, ପୋଲିସ, ସ୍ଥାନୀୟ ଅଧିକାରୀ, କାଶ୍ମୀର ପଣ୍ଡିତ ଏବଂ ପ୍ରବାସୀ ଶ୍ରମିକମାନଙ୍କୁ ଟାର୍ଗେଟ କରିଥିଲେ। କଶ୍ମୀରର ପ୍ରସିଦ୍ଧ ଆତିଥେୟତା ଅନୁଯାୟୀ ପର୍ଯ୍ୟଟକମାନଙ୍କୁ ବଞ୍ଚାଇଥିଲେ। ଏହି ହତ୍ୟାକାଣ୍ଡ ସେହି ଅଲିଖିତ ଚୁକ୍ତିକୁ ଭାଙ୍ଗି ଦେଇଛି ଏବଂ ଏହାର ସାଂଘାତିକ ପରିଣାମ ହେବାର ଆଶଙ୍କା ଉପୁଜିଛି। ବିଦ୍ରୋହ ଏବଂ … Continue reading କାଶ୍ମୀରରେ ଆତଙ୍କବାଦର ଇତିହାସ-୧