କାହିଁକି ପାଳନ କରାଯାଏ ମହାଶିବରାତ୍ରୀ? କ’ଣ ରହିଛି ଏହାର କାହାଣୀ

History Of Mahashivaratri: ରାତି ପାହିଲେ ମହାଶିବରାତ୍ରି । ସନାତନ ଧର୍ମର ଏହା ଏକ ବଡ଼ ପର୍ବ । ଶିବରାତ୍ରିରରେ ଉଜାଗର ହୋଇ ଦୀପ ଜାଳିଥାନ୍ତି ଭକ୍ତମାନେ। ସେଥିପାଇଁ ଏହାକୁ ଜାଗର ମଧ୍ୟ କୁହାଯାଏ। ଚଳିତବର୍ଷ ୨୬ ଫେବୃଆରୀ ୨୦୨୫ ବୁଧବାର ଦିନ ମହାଶିବରାତ୍ରି ପାଳନ କରାଯିବ । ଏହି ଦିନ ଭଗବାନ ଶିବଙ୍କୁ ଭକ୍ତିର ସହ ପୂଜା କରିବା ଦ୍ୱାରା ସମସ୍ତଙ୍କ ମନ କାମନା ପୁରଣ ହୋଇଥାଏ । ଦିନ ତମାମ ଉପବାସ ରହିବା ପରେ … Continue reading କାହିଁକି ପାଳନ କରାଯାଏ ମହାଶିବରାତ୍ରୀ? କ’ଣ ରହିଛି ଏହାର କାହାଣୀ