ନେହରୁ-ଗାନ୍ଧୀ ପରିବାରର ଇତିହାସ ଏବଂ ମୂଳ ପରିଚୟ: ସତ କଣ, ମିଛ କଣ? || History and true identity of the Nehru-Gandhi family: What is true and what is false?

ଆଜି ଆମେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏବଂ ଦେଶବ୍ୟାପୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏକ ବଡ଼ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ। ପ୍ରଶ୍ନ ହେଉଛି—ଗାନ୍ଧୀ-ନେହେରୁ ପରିବାରର ପ୍ରକୃତ ଇତିହାସ କଣ? ସେମାନଙ୍କର ମୂଳ ପରିଚୟକୁ ନେଇ ସାମାଜିକ ଗଣମାଧ୍ୟମରେ ଯାହା ସବୁ ଦାବି କରାଯାଉଛି, ତାହାର ସତ୍ୟତା କେତେ? ଆପଣମାନେ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିଥିବେ ଯେ ଗାନ୍ଧୀ ପରିବାରର ପୂର୍ବପୁରୁଷମାନଙ୍କୁ ନେଇ ବିଭିନ୍ନ ପ୍ରକାରର କଥା ସାମ୍ନାକୁ ଆସିଥାଏ। କିନ୍ତୁ ଏହି ପ୍ରସଙ୍ଗରେ … Continue reading ନେହରୁ-ଗାନ୍ଧୀ ପରିବାରର ଇତିହାସ ଏବଂ ମୂଳ ପରିଚୟ: ସତ କଣ, ମିଛ କଣ? || History and true identity of the Nehru-Gandhi family: What is true and what is false?