ଉପର ମୁଣ୍ଡରେ କ୍ରମାଗତ ବର୍ଷା ଯୋଗୁଁ ହିରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ଥିତି ନିୟନ୍ତ୍ରଣ ପାଇଁ ଶନିବାର ଆଉ ୨ଟି ଗେଟ୍ ଖୋଲାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ମୋଟ ୨୨ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସିତ ହେଉଛି। ଫଳରେ ନିମ୍ନ ଅବବାହିକା ଅଞ୍ଚଳଗୁଡ଼ିକରେ ବନ୍ୟା ସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଜଳଭଣ୍ଡାରର ବର୍ତ୍ତମାନର ସ୍ଥିତି ଜଳସମ୍ପଦ ବିଭାଗର ସୂଚନା ଅନୁଯାୟୀ: … Continue reading ଖୋଲିଲା ହୀରାକୁଦର ୨୨ ଗେଟ୍: ମହାନଦୀ ନିମ୍ନ ଅବବାହିକାରେ ବନ୍ୟା ଆଶଙ୍କା, ହାଇଆଲର୍ଟରେ ପ୍ରଶାସନ || Hirakud 22 gates opened: Flood threat in lower Mahanadi basin, administration on high alert
Copy and paste this URL into your WordPress site to embed
Copy and paste this code into your site to embed