ହିପୋକ୍ରାଟ୍‍ ନବୀନ || Hippocrates Naveen

ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ମହାନ୍ କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ କହିଥିଲେ, “ରାଜା କେବଳ ରକ୍ତରେ ନୁହେଁ, ବରଂ ଚିନ୍ତାଧାରା ଓ ସଂସ୍କାରରେ ମଧ୍ୟ ସ୍ୱଦେଶୀ ହେବା ଜରୁରୀ। ନଚେତ୍ ରାଜ୍ୟ ପାଇଁ ଆର୍ଥିକ, ସାମରିକ ଏବଂ ସାଂସ୍କୃତିକ କ୍ଷତି ହେବା ସୁନିଶ୍ଚିତ।” ଚାଣକ୍ୟଙ୍କ ଏହି ବାଣୀ ଆଜିର ଓଡ଼ିଶା ରାଜନୀତି ପାଇଁ କେବଳ ପ୍ରାସଙ୍ଗିକ ନୁହେଁ, ବରଂ ଏକ କଠୋର ବାସ୍ତବତା। ଓଡ଼ିଶା ରାଜନୀତିରେ ‘ସ୍ୱଚ୍ଛ ପ୍ରତିମୂର୍ତ୍ତି’ ଭାବେ ନିଜକୁ ଉପସ୍ଥାପିତ କରିଆସିଥିବା ନବୀନ … Continue reading ହିପୋକ୍ରାଟ୍‍ ନବୀନ || Hippocrates Naveen