ପଶ୍ଚିମବଙ୍ଗରେ ଟିଏମସି ପୁଣି କ୍ଷମତାରେ ରହିଲେ ହିନ୍ଦୁଙ୍କ ଅସ୍ତିତ୍ୱ ପ୍ରତି ବିପଦ
TMC: ଟିଏମସି ‘ଜିହାଦୀ’ ତତ୍ତ୍ୱକୁ ସୁରକ୍ଷା ଦେଉଛି ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭୟ ସୃଷ୍ଟିକାରୀ ବୋଲି ଖଣ୍ଡନ କଲା ଟିଏମସି ୨୦୨୬ ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଟିଏମସି କ୍ଷମତାରେ ରହିଲେ ଦିନେ ହିନ୍ଦୁମାନେ ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ ହେବେ ବୋଲି ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି। ବିଜେପି ରାଜ୍ୟ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ମଧ୍ୟ କହିଛନ୍ତି ଯେ ହିନ୍ଦୁମାନଙ୍କୁ ଏକଜୁଟ ହେବାକୁ ପଡ଼ିବ। ଗୁରୁବାର … Continue reading ପଶ୍ଚିମବଙ୍ଗରେ ଟିଏମସି ପୁଣି କ୍ଷମତାରେ ରହିଲେ ହିନ୍ଦୁଙ୍କ ଅସ୍ତିତ୍ୱ ପ୍ରତି ବିପଦ
Copy and paste this URL into your WordPress site to embed
Copy and paste this code into your site to embed