ଆମେରିକାରେ ହିନ୍ଦୁ ଛାଡ଼ୁଛନ୍ତି ନିଜ ଧର୍ମ !
America: ଧର୍ମାନ୍ତରଣ ସବୁ ଦେଶରେ ଧିରେ ଧିରେ ବଡ଼ ପ୍ରସଙ୍ଗ ପାଲଟିବାରେ ଲାଗିଛି । କାରଠଣ ଗୋଟିଏ ଦେଶର ଧର୍ମୀୟ ଜନସଂଖ୍ୟାର ଅନୁପାତ କମିବା ସହିତ ସେହି ଦେଶରେ ଅନେକ ପରିବର୍ତ୍ତନ ଆସିଥାଏ । ପରିବର୍ତ୍ତନ କେବଳ ରାଜନୈତିକ ନହୋଇ ସାଂସ୍କୃତିକ ଭୌଗଳିକ ମଧ୍ୟ ହୋଇପାରେ । ଭାରତୀୟ ଉପମହାଦେଶର ମ୍ୟାପ୍ ଏହାର ସବୁଠାରୁ ବଡ଼ ଉଦାହରଣ । ତେଣୁ କୁହାଯାଏ ଜଣେ ବ୍ୟକ୍ତିର ଧର୍ମ ପରିବର୍ତ୍ତନ ସହିତ ଗୋଟିଏ ଦେଶର ମ୍ୟାପ୍ ମଧ୍ୟ ବଦଳିଯାଏ । … Continue reading ଆମେରିକାରେ ହିନ୍ଦୁ ଛାଡ଼ୁଛନ୍ତି ନିଜ ଧର୍ମ !
Copy and paste this URL into your WordPress site to embed
Copy and paste this code into your site to embed