ହିନ୍ଦୁ ମରୁଛନ୍ତି,ସାଂସଦ ୟୁସୁଫ୍ ପଠାନ ଚା’ ପିଉଛନ୍ତି

ପଶ୍ଚିମବଙ୍ଗର ମୁର୍ଶିଦାବାଦ ନୂଆ ଓ୍ଵାକଫ ଆଇନ ବିରୋଧରେ ହେଉଥିବା ହିଂସାତ୍ମକ ପ୍ରଦର୍ଶନର କେନ୍ଦ୍ରବିନ୍ଦୁ ହୋଇଛି। ମୁସଲମାନ ଜନତାଙ୍କ ହିଂସା, ଅଗ୍ନିସଂଯୋଗ ଓ ଲୁଟପାଟ ପରେ କୋଲକାତା ହାଇକୋର୍ଟ କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଯାଏଁ ୩ ଜଣଙ୍କ ମୃତ୍ୟୁ ଖବର ଆସିଛି। ଅନ୍ୟପକ୍ଷରେ, ଏହି ଜିଲ୍ଲାର ବେହରାମପୁର ଆସନରୁ ତୃଣମୂଳ କଂଗ୍ରେସ (ଟିଏମସି)ର ସାଂସଦ ଯୁସୁଫ ପଠାନ ଇନଷ୍ଟାଗ୍ରାମରେ ଚା’ ପିଉଥିବା ଫଟୋ ସେୟାର କରିଛନ୍ତି। ସେ ଏହି ଫଟୋଟି ଗତକାଲି ନିଜ ଇନଷ୍ଟାଗ୍ରାମରେ … Continue reading ହିନ୍ଦୁ ମରୁଛନ୍ତି,ସାଂସଦ ୟୁସୁଫ୍ ପଠାନ ଚା’ ପିଉଛନ୍ତି