ତାମିଲ ଭାଷା କେତେ ପୁରୁଣା,ହିନ୍ଦିକୁ ନେଇ ତାମିଲନାଡ଼ୁରେ କାହିଁକି ଉଠିଛି ବିବାଦ?

Hindi Vs Tamil History: ଭାଷାକୁ ନେଇ ଦକ୍ଷିଣରେ ରାଜନୀତି ଜାରି ରହିଛି। ଜାତୀୟ ଶିକ୍ଷା ନୀତି (ଏନଇପି)ରେ ତିନିଟି ଭାଷା ଶିଖିବାର ବ୍ୟବସ୍ଥା ଆରମ୍ଭ ହେବା ପରେ କେନ୍ଦ୍ର ଓ ତାମିଲନାଡୁ ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ହିନ୍ଦୀ-ତାମିଲ ବିବାଦ ଜାରି ରହିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ହିନ୍ଦୀକୁ ମାତୃଭାଷାର ହତ୍ୟାକାରୀ ବୋଲି ମଧ୍ୟ କହିଛନ୍ତି। ଜାଣନ୍ତୁ ତାମିଲ ଭାଷାର ବୟସ କେତେ, ସଂସ୍କୃତ ର ଜନ୍ମ କେମିତି ଓ ହିନ୍ଦୀ କିପରି ଅସ୍ତିତ୍ୱରେ … Continue reading ତାମିଲ ଭାଷା କେତେ ପୁରୁଣା,ହିନ୍ଦିକୁ ନେଇ ତାମିଲନାଡ଼ୁରେ କାହିଁକି ଉଠିଛି ବିବାଦ?