ଆଜି ମାତୃଭାଷା ଦିବସ: ହିନ୍ଦି ଆମର ଶତ୍ରୁ!

Odia Language: ଆଜି ଓଡ଼ିଆ ଭାଷାର ଅବସ୍ଥା କେଉଁଠି? ଆନ୍ତର୍ଜାତିକ ମାତୃଭାଷା ଦିବସ ଅବସରରେ ଆଜି ସେ ବିଷୟରେ ଏଇ ବିଶେଷ ଉପସ୍ଥାପନା। ଦିନେ ଭାଷା ବଞ୍ଚିଲେ ଆମେ ବଞ୍ଚିବା ସ୍ଲୋଗାନ ଦେଇ ଆମ ଭାଷାର ଅସ୍ତିତ୍ୱ, ପରାକାଷ୍ଠାକୁ ଇଂରେଜ ଦରବାରରେ ପ୍ରତିଷ୍ଠା କରି  ବଙ୍ଗଳା ଜଞ୍ଜିରରୁ ମୁକୁଳାଇଥିଲେ ଆମର ଭାଷାପ୍ରେମୀ। ଭାଷା ଭିତ୍ତିରେ ପ୍ରଥମ ପ୍ରଦେଶକୁ ପ୍ରତିଷ୍ଠା କରିଥିଲେ। ସ୍ୱୟଂ ଜାତିର ପିତା ମହାତ୍ମା ଗାନ୍ଧି ମଧ୍ୟ ଓଡ଼ିଆଙ୍କ ଯୁକ୍ତିକୁ ସମର୍ଥନ କରିଥିଲେ।  ହେଲେ ଆଜି … Continue reading ଆଜି ମାତୃଭାଷା ଦିବସ: ହିନ୍ଦି ଆମର ଶତ୍ରୁ!